Availability: In Stock

Gaan Ti Ra Naa Sabei

SKU: 9789355744296

139

Description

ଗୋଟେ ନିରୀହ ଅନାଥ ଗାଁ ଝିଅ ର ସଂଘର୍ଷମୟ ଦୁଃଖଦ କାହାଣୀ ବିଷୟରେ ପୁସ୍ତକଟିରେ ଅବତାରଣା କରାଯାଇଛି । ମା’ ତା’ର ଅପାଠୋଇ। ତଥାପି ସେ ନିଜ ସିଦ୍ଧାନ୍ତ ରେ ଅଟଳ। ସମାଜର ଥଟ୍ଟା ପରିହାସ କୁ ସେ ଖାତିର କରିନାହିଁ । ନିଜ ଝିଅ କୁ ସେ ପାଠ ପଢ଼ାଇଛି।

କିନ୍ତୁ ଦାରୁଣ ଦଇବ ପାଖରେ ତା’ର ସମସ୍ତ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି । ଝିଅଟି କୁ ଅନାଥ କରି ଦୁହେଁ ପିତାମାତା ଆରପାରିକୁ ଚାଲିଯାଇଛନ୍ତି।

Additional information

Weight 57 g
Dimensions 229 × 153 × 2 mm
ISBN13

9789355744296

Author

Language

Odia

Format

Paperback

Trim

6×9

Pages

28

Publication Year

2023

Reviews

There are no reviews yet.

Only logged in customers who have purchased this product may leave a review.